ନୂଆଦିଲ୍ଲୀ:ସର୍ବଦଳୀୟ ଫ୍ଲୋର ଲିଡରଙ୍କ ବୈଠକ ଡାକିଲେ ବାଚସ୍ପତି ଓମ ବିର୍ଲା। ଜାରି ରହିଛି ଆଲୋଚନା ।
Parliament winter session: ଆସନ୍ତାକାଲି ଯାଏଁ ଉଭୟ ଗୃହ ମୁଲତବୀ - live update
15:47 November 30
all parties Floor Leaders ବୈଠକ ଡାକିଲେ LS Speaker Om Birla
15:09 November 30
ଆସନ୍ତାକାଲି ଯାଏ ଉଭୟ ଗୃହ ମୁଲତବୀ
ନୂଆଦିଲ୍ଲୀ: ଆସନ୍ତାକାଲି (ଡିସେମ୍ବର ୧) ଉଭୟ ଗୃହ ମୁଲତବୀ । ପ୍ରଥମେ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯିବା ପରେ ଲୋକସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
14:22 November 30
ନୂଆଦିଲ୍ଲୀ: ଆସନ୍ତାକାଲି (ଡିସେମ୍ବର ୧) ଉଭୟ ଗୃହ ମୁଲତବୀ । ପ୍ରଥମେ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯିବା ପରେ ଲୋକସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ନୂଆଦିଲ୍ଲୀ: ଆସନ୍ତାକାଲି (ଡିସେମ୍ବର ୧) ପୂର୍ବାହ୍ନ ୧୧ ଯାଏଁ ରାଜ୍ୟସଭା ମୁଲତବୀ
14:18 November 30
ଅପରାହ୍ନ ୩ଟା ଯାଏଁ ଲୋକସଭା ମୁଲତବୀ
ନୂଆଦିଲ୍ଲୀ: ଅପରାହ୍ନ ୩ଟା ଯାଏଁ ଲୋକସଭା ମୁଲତବୀ ।
13:27 November 30
୨ଟା ଯାଏଁ ରାଜ୍ୟସଭା ମୁଲତବୀ
ନୂଆଦିଲ୍ଲୀ:ଅପରାହ୍ନ ୨ଟା ଯାଏଁ ରାଜ୍ୟସଭା ମୁଲତବୀ ।
12:58 November 30
ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଗର୍ଜିଲେ ବିରୋଧୀ
ନୂଆଦିଲ୍ଲୀ: ନିଲମ୍ବିତ ହୋଇଥିବା ୧୨ ରାଜ୍ୟସଭା ସାଂସଦଙ୍କ (12 RS MP) ନିଲମ୍ବନ ପ୍ରତ୍ୟାହାର ଦାବିରେ ସଂସଦ ପରିସରରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିରୋଧୀ ଦଳର ନେତାମାନେ ବିରୋଧ କରିଛନ୍ତି। ସେପଟେ ପ୍ରତ୍ୟାହାରକୁ ପ୍ରତ୍ୟାଖାନ କରିଛନ୍ତି ରାଜ୍ୟସଭା ଅଧକ୍ଷ୍ୟ ଏମ ଭେଙ୍କେୟା ନାଇଡୁ( Rajya Sabha Chairman M Venkaiah Naidu) ।
11:23 November 30
ଅପରାହ୍ନ ୨ଟା ଯାଏଁ ଲୋକସଭା ମୁଲତବୀ
ନୂଆଦିଲ୍ଲୀ: ଆରମ୍ଭରୁ ବନ୍ଦ । କଂଗ୍ରେସ, ଡିଏମକେ ଏବଂ ନ୍ୟାସନାଲ କନଫରେନ୍ସ ଷ୍ଟେଜ ୱାକଆଉଟ ପରେ ଲୋକସଭା ଅପରାହ୍ନ 2ଟା ପର୍ଯ୍ୟନ୍ତ ସ୍ଥଗିତ ।
11:05 November 30
ସଂସଦର ଶୀତ ଅଧିବେଶନ ଦ୍ବିତୀୟ ଦିନ
ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର (Winter session of Parliament) ଦ୍ବିତୀୟ ଦିନ । ଉଭୟ ଗୃହରେ ଆରମ୍ଭ ଅଧିବେଶନ ।