ଓଡିଶା

odisha

ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଦୁଇ ଯବାନ ଶହୀଦ

By

Published : Nov 27, 2020, 1:13 PM IST

Updated : Nov 27, 2020, 1:31 PM IST

ପାକର ଅସ୍ତ୍ରବୀରତି ଉଲ୍ଲଙ୍ଘନ, ଦୁଇ ଯବାନ ଶହୀଦ
ପାକର ଅସ୍ତ୍ରବୀରତି ଉଲ୍ଲଙ୍ଘନ, ଦୁଇ ଯବାନ ଶହୀଦ

13:02 November 27

ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଦୁଇ ଯବାନ ଶହୀଦ

ଶ୍ରୀନଗର: ସୁଧୁରୁନି ପାକିସ୍ତାନ।  ପୁଣି ଆରମ୍ଭ କରିଛି ବଦମାସୀ । ବାରମ୍ବାର ଚେତାବନୀ ପରେ ବି କରୁଛି ଅସ୍ତ୍ରବିରତି ଉଲ୍ଲଙ୍ଘନ । ଶୁକ୍ରବାର ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲା ସୁନ୍ଦରବାନୀ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍ ସେନା ।

 ଘଟଣାରେ ଭାରତୀୟ ସେନାର ଦୁଇ ଯବାନ ନାୟକ ପ୍ରେମ ବାହାଦୂର ଖତ୍ରି ଏବଂ ରାଇଫଲ ମ୍ୟାନ ସୁଖବୀର ସିଂ ଗୁରୁତର ଆହତ ହୋଇ ଶହୀଦ ହୋଇଛନ୍ତି । ଏନେଇ ଜମ୍ମୁର ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ।    

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Nov 27, 2020, 1:31 PM IST

ABOUT THE AUTHOR

...view details