ନୂଆଦିଲ୍ଲୀ:ପ୍ରସିଦ୍ଧ ଗୁଜୁରାଟୀ କବି ପଦ୍ମଶ୍ରୀ ଦାଦୁଦାନ ଗାଦଭୀଙ୍କ ବିୟୋଗ ହୋଇଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଲୋକସାହିତ୍ୟ ଜଗତରେ ପଦ୍ମଶ୍ରୀ ଦାଦୁଦାନ ଗାଦଭୀଙ୍କ ଅବଦାନ ଅତୁଳନୀୟ । ତାଙ୍କର ଅବଦାନ ସର୍ବାଦା ମନେରହିବ । ତାଙ୍କ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ । ଭଗବାନ ତାଙ୍କ ଅମର ଆତ୍ମାକୁ ସଦଗତି ଦିଅନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।