ଓଡିଶା

odisha

ETV Bharat / bharat

ନାମାଙ୍କନ ଦାଖଲ କଲେ ଯଶୋବନ୍ତ ସିହ୍ନା

ନାମାଙ୍କନ ଭରିଲେ ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା । ରାହୁଲ ଗାନ୍ଧୀଙ୍କ ସମେତ ବରିଷ୍ଠ ବିରୋଧୀ ନେତା ସାମିଲ । ଅଧିକ ପଢନ୍ତୁ

By

Published : Jun 27, 2022, 12:27 PM IST

ନାମାଙ୍କନ ଭରିଲେ ଯଶୋବନ୍ତ ସିହ୍ନା
ନାମାଙ୍କନ ଭରିଲେ ଯଶୋବନ୍ତ ସିହ୍ନା

ନୂଆଦିଲ୍ଲୀ: ନାମାଙ୍କନ ଭରିଲେ ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା । ଆଜି ସିହ୍ନା ମିଳିତ ବିରୋଧୀ ମେଣ୍ଟର ବରିଷ୍ଠ ନେତାଙ୍କ ଗହଣରେ ଦିଲ୍ଲୀରେ ସଂସଦ ଭବନରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସାଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସିପିଏମ ମହାସଚିବ ସୀତାରାମ ୟେଚୁରୀ ଓ ଟିଏମସି ମହାସଚିବ ଅଭିଶେଷ ବାନାର୍ଜୀଙ୍କ ସମେତ ଅନ୍ୟ କିଛି ବରିଷ୍ଠ ବିରୋଧୀ ନେତା ମଧ୍ୟ ସାମିଲ ହୋଇଥିଲେ ।

ABOUT THE AUTHOR

...view details