ଓଡିଶା

odisha

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Dec 7, 2021, 7:08 AM IST

Updated : Dec 7, 2021, 7:22 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ବିଧାନସଭା ଶୀତ ଅଧିବେଶନର ଷଷ୍ଠଦିନ
  • ଆଜି ଗୋରଖପୁରରେ 9,600 କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
  • ଆଜି ସଂସଦ ଶୀତକାଳୀନ ଅଧିବେଶନର ନବମ ଦିନ
  • ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମହାରାଷ୍ଟ୍ର ଗସ୍ତର ଦ୍ବିତୀୟ ଦିନ
  • ଆଜି ପଞ୍ଜାବ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ
  • ଆଜି ସଶସ୍ତ୍ର ବାହିନୀ ପତାକା ଦିବସ
  • ଆଜି ସରିବ ଯୁକ୍ତ ତିନି ନାମଲେଖା
  • ରାଜସ୍ତାନରେ ବିକି-କ୍ୟାଟ୍ରିନା, ଆଜିଠୁ ବିବାହ ସେରେମନୀ ଆରମ୍ଭ
  • ଆଜି ଓଡିଶା ପୃଷ୍ଟି ମହୋତ୍ସବର ଦ୍ବିତୀୟ ଦିନ
  • ଆଜିଠୁ ପାଗ ଶୁଖିଲା
Last Updated : Dec 7, 2021, 7:22 AM IST

ABOUT THE AUTHOR

...view details