ଓଡିଶା

odisha

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜିର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Nov 26, 2021, 7:06 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଭଦ୍ରକ ବାଲେଶ୍ବର ଜିଲ୍ଲାରେ ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ଆଜିଠୁ ନବମ ଶ୍ରେଣୀ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା
  • ଚାଷୀ ଆନ୍ଦୋଳନକୁ ବର୍ଷେ, ଆଜି ଚାଷୀ କରିବେ ମହାପଞ୍ଚାୟତ
  • ଆଜି ସୁପ୍ରିମକୋର୍ଟରେ କୋଟିଆକୁ ନେଇ ଗୁରୁତ୍ବପୂର୍ଣ୍ଣ ଶୁଣାଣି
  • ଆଜି ଜାତୀୟ ସମ୍ବିଧାନ ଦିବସ
  • ଆଜି ମୁମ୍ବାଇ ଆଟାକକୁ ପୁରିଲା ୧୩ ବର୍ଷ
  • ଯାଜପୁରର ୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠଙ୍କ ଚୂଡାନ୍ତ ରାୟ
  • ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ରଙ୍କ ଜୟନ୍ତୀ
  • ଆଜି ସ୍ବାଧୀନତା ସଂଗ୍ରାମୀ ରବି ରାୟଙ୍କ ଜୟନ୍ତୀ
  • ଜୁନିଅର ହକି WC: ଆଜି ରହିଛି ୫ଟି ମ୍ୟାଚ

ABOUT THE AUTHOR

...view details