ଓଡିଶା

odisha

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Nov 13, 2021, 7:00 AM IST

Updated : Nov 13, 2021, 7:16 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
  • ଆଜି ବରଗଡ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ସ୍ମାର୍ଟ ହେଲଥ୍‌ କାର୍ଡ
  • ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି
  • ଆଜି ମହାପ୍ରଭୁଙ୍କ ରାଧା ଦାମୋଦର ବେଶର ଶେଷ ଦିନ
  • ଆଜିଠୁ ୨ଦିନିଆ ଓଡିଶା ରିସର୍ଚ୍ଚ କନକ୍ଲେଭ ଉଦଘାଟନ କରିବେ ରାଜ୍ୟପାଳ
  • ଆଜି ୟୁପିରେ ବିଶ୍ବ ବିଦ୍ୟାଳୟର ଉଦଘାଟନ କରିବେ ଅମିତ ଶାହ
  • ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଲକ୍ଷ୍ନୌ ଗସ୍ତର ଦ୍ବିତୀୟ ଦିନ
  • ଆଜି କବି ମାୟାଧର ମାନସିଂହଙ୍କ ଜୟନ୍ତୀ
  • ଆଜି ବିଶ୍ବ ଦୟାଦିବସ
  • ବର୍ଷା ସମ୍ଭାବନା ନେଇ ଆଜି କେରଳର ୬ଟି ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି
  • ଆଜି ୪ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
Last Updated : Nov 13, 2021, 7:16 AM IST

ABOUT THE AUTHOR

...view details