- ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
- ମମିତା ମେହେର ନିଖୋଜ ଘଟଣା । ଆଜି ବିଜେପିର କଳହାଣ୍ଡି ବନ୍ଦ ଡାକରା ।
- ଆଜି କୁଶିନଗରରେ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
- ଆଜି କୁମାରପୂର୍ଣ୍ଣିମା । ସକାଳେ ସୂର୍ଯ୍ୟ ରାତିରେ ଚାନ୍ଦକୁ ପୂଜା କରିବେ କୁମାରୀ ।
- ଆଜି ଶ୍ରୀମନ୍ଦିରରେ ପାଳନ ହେବ କୁମାର ଉତ୍ସବ । ଚାରି ଆଶ୍ରମକୁ ବିଜେ କରିବେ ସୁଦର୍ଶନ ।
- ଆଜି ସୁପ୍ରିମକୋର୍ଟରେ ଲଖିମପୁର ଖେରୀ ହିଂସାର ଶୁଣାଣି ।
- ଆଜି ଆଇଆଇଟି ସମାବର୍ତ୍ତନ ଉତ୍ସବ । ୫୯୯ ବିଦ୍ୟାର୍ଥୀ ପାଇବେ ଡିଗ୍ରୀ ।
- ଆଜି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା। ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ।
- ଆଜି ଡ୍ରଗ୍ସ ମାମାଲରେ ଆର୍ଯ୍ୟନଙ୍କର ହୋଇପାରେ ଜାମିନ ଆବେଦନର ଶୁଣାଣି ।
- ଆଜି ଟି-ଟ୍ବେଣ୍ଟି ବିଶ୍ବକପରେ ନେଦରଲାଣ୍ଡସ-ନାମିବିୟା ଓ ଆୟର୍ଲାଣ୍ଡ -ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ।
- ଆଜି ଟି-୨୦ ବିଶ୍ବକପରେ ଭାରତ- ଅଷ୍ଟ୍ରେଲିଆ ଅଭ୍ୟାସ ମ୍ୟାଚ ।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜିର ବଡ ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର.
Last Updated : Oct 20, 2021, 7:14 AM IST