ଓଡିଶା

odisha

By

Published : Aug 2, 2021, 7:01 AM IST

Updated : Aug 2, 2021, 7:38 AM IST

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

୧- ଆଜି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା, e-RUPIର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୨- ଆଜି ଖୋଲିବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ।

୩- ଆଜିଠୁ ରାଜ୍ୟର ସବୁ ରୁଟରେ ଗଡିବ 'ମୋ ବସ୍'

୪- ଆଜି ସଂସଦ ମୌସୁମୀ ଅଧିବେଶନର ୧୧ ତମ ଦିବସ । ଆଜି ବି ହୋଇପାରେ ସଂସଦରେ ହଙ୍ଗମା ।

୫- ଆଜି ଜାତିସଂଘ ନିରାପତ୍ତା ପରିଷଦର ଚଳିତ ମାସ କାର୍ଯ୍ୟକ୍ରମ ନେଇ ସୂଚନା ଦେବେ ଭାରତର ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତୀ ।

୬- ଆଜି ଉଚ୍ଚଶିକ୍ଷାନୁଷ୍ଠାନ ଖୋଲାଯିବା ନେଇ ନିଆଯିବ ନିଷ୍ପତ୍ତି ।

୭- ସିପିଇଟି ପାଇଁ ଆଜିଠୁ ଆବେଦନ ।

୮- ଆଜି ପୃଥିବୀର ନିକଟତର ହେବ ଶନି ।

୯- ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, ଆଜି ବିଦ୍ୟା ଭାରତୀଙ୍କୁ ପୁଣି ଜେରା ।

୧୦- ଆଜି ମହିଳା ହକି ଟିମରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।

Last Updated : Aug 2, 2021, 7:38 AM IST

ABOUT THE AUTHOR

...view details