- ଆଜି ଶ୍ରୀମନ୍ଦିରରେ ହେବ ଦଇତା ପ୍ରବେଶ । 3 ଦିନ ଧରି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।
- ଆଜି ଚମ୍ପକ ଦ୍ବାଦସୀ, ମହାପ୍ରଭୁଙ୍କ ହେବ କୁଆଁରୀ ଯାତ୍ରା ।
- ଆଜି କଂଗ୍ରେସର ବସିବ ବୈଠିକ । ହରିଶ ରାୱତଙ୍କ ସୂଚନା ।
- ଜାରି ରହିଛି ମୌସୁମୀ ପ୍ରବାହ । 12 ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ।
- କୋରୋନା ସ୍ଥିତି ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବରଦ୍ଧନଙ୍କ ବୈଠକ ।
- ଆଜି ୱାର୍ଲ୍ଡ ଟେଷ୍ଟ ଚମ୍ପିଅନସିପର ଶେଷ ପାଳି ହୋଇପାରେ ଘୋଷଣା। ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି ମ୍ୟାଚ ।
- ଅଣବିଜେପି ମେଣ୍ଟ ଗଠନ ଲକ୍ଷ୍ୟରେ ରାଷ୍ଟ୍ରବାଦୀ କଂଗ୍ରେସ । ଆଜି ଶରତ ପାୱାରଙ୍କ ଘରେ ବସିବ ବୈଠକ ।
- ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଆଜି କୋଭିଡ ପରିଚାଳନା ନେଇ ସମୀକ୍ଷା କରିପାରନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।
- ପଶ୍ଚିମବଙ୍ଗରେ ପୂଜା ପୂର୍ବରୁ ମିଳିବ ଶିକ୍ଷକ ନିଯୁକ୍ତି । ଆଜି ବସିପାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ।
- ୟୁରୋ 2020 । ଆଜି କ୍ରୋଏସିଆକୁ ଭେଟିବ ସ୍କଟଲାଣ୍ଡ ।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଟୁଡେ ନ୍ୟୁଜ
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
Last Updated : Jun 22, 2021, 7:28 AM IST