ଓଡିଶା

odisha

ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଟୁଡେ ନ୍ୟୁଜ ଇଟିଭି ଭାରତ

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Jun 11, 2021, 7:14 AM IST

Updated : Jun 11, 2021, 7:33 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ରାଜ୍ୟ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ପେଟ୍ରୋଲ, ଡିଜେଲର ଅହେତୁକ ଦରଦାମ୍ ବୃଦ୍ଧି ବିରୋଧରେ ବିକ୍ଷୋଭ କରିବ କଂଗ୍ରେସ ।

2. ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ ।

3. +2 ମୂଲ୍ୟାୟନ ବିଶେଷଜ୍ଞଙ୍କ ଆଜି ଦ୍ବିତୀୟ ବୈଠକ ।

4. ଆଜି ରାଜ୍ୟର 766 ଅଧିବେଶନରେ ଟୀକାକରଣ ।

5. ଆଜି ରାଜଧାନୀରେ ପ୍ରବଳ ବର୍ଷା ସମ୍ଭାବନା । ସତର୍କତା ଜାରିକଲା ବିଏମସି ।

6. ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ଡାକିପାରନ୍ତି ବୈଠକ । ଚିନ୍ତା ବଢାଇଛି ବିହାର ମୃତ୍ୟୁ ।

7. ଆଜି ଫ୍ରେଞ୍ଚ ଓପନ ସେମିଫାଇନାଲ । ମୁହାଁମୁହିଁ ହେବେ ନାଦାଲ ଏବଂ ଜୋକୋଭିକ୍ ।

8. ଆଜି ଇଂଲଣ୍ଡ-ନ୍ୟୁଜଲାଣ୍ଡ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନ । ବଡ ରନ୍ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ନ୍ୟୁଜଲାଣ୍ଡ ।

9. ଆଜି ଠାରୁ ୟୁରୋପୀୟ ଫୁଟବଲ୍ ମ୍ୟାଚ । ତୁର୍କୀ-ଇଟାଲୀ ମଧ୍ୟରେ ହେବ ମୁକାବିଲା ।

Last Updated : Jun 11, 2021, 7:33 AM IST

ABOUT THE AUTHOR

...view details