1. ଆଜି ସାରା ଦେଶରେ ହୋଲିର ଉତ୍ସବ । କୋଭିଡ କଟକଣା ସହ ହୋଲି ପାଳନ ।
2. ଆଜି ଦେଶରେ କୋରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଜରୁରୀ ବୈଠକ କରିବେ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।
3. ଆଜି ଦେଶରେ କୋରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଅପରାହ୍ନରେ ପ୍ରେସମିଟ ।
4.ଆଜି ହୋଲି ଉତ୍ସବକୁ ନେଇ ବୃନ୍ଦାବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।
5.ଆଜି ବେଙ୍ଗଲରେ ବିଜେପିର ମେଗା ପ୍ରଚାର । ଅନେକ କେନ୍ଦ୍ରୀୟ ମନ୍ତ୍ରୀ କରିବେ ପ୍ରଚାର ।