ଓଡିଶା

odisha

ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ପ୍ରମୁଖ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Jan 26, 2021, 7:01 AM IST

Updated : Jan 26, 2021, 7:17 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
  • ଆଜି ଦେଶ ପାଳୁଛି 72 ତମ ସାଧାରଣତନ୍ତ୍ର ଦିବସ
  • ସାଧାରଣତନ୍ତ୍ର ଦିବସରେ ଆଜି ଦିଲ୍ଲୀ ରାଜପଥ ହେବ ଜାତୀୟସ୍ତରୀୟ ପରେଡ, ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି
  • ଆଜି ନ୍ୟାସନାଲ ୱାର ମେମୋରିଆଲରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ
  • କୃଷି ଆଇନକୁ ବିରୋଧ ଆଜି ଦିଲ୍ଲୀରେ ଚାଷୀଙ୍କ ବିଶାଳ ଟ୍ରାକ୍ଟର ରାଲି
  • ଆଜି ସେନାର ସୁଦକ୍ଷ ଯବାନଙ୍କୁ ବୀରତା ସମ୍ମାନରେ କରାଯିବ ସମ୍ମାନିତ ।
  • ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ଅଂଶଗ୍ରହଣ କରିବ ଲଦାଖର ପ୍ରଜ୍ଞାପନ ମେଢ ।
  • ରାଜ୍ୟସ୍ତରୀୟ ପରେଡ ପାଇଁ ସକାଳ 06.30 ରୁ 09 ଟା ଯାଏ ବନ୍ଦ ରହିବ ଗାନ୍ଧୀ ମାର୍ଗ
  • ଆଜି ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ଗଶେଣୀ ଲାଲ, ମୁଖ୍ୟଅତିଥି ଭାବେ ଯୋଗଦେବେ ମୁଖ୍ଯମନ୍ତ୍ରୀ ।
  • ସାଧାରଣତନ୍ତ୍ର ଦିବସରେ ସାରା ବିଶ୍ବ ଦେଖିବ ଓଡିଶାର ଝଲକ । ରାଜପଥରେ ଏଥର ଗର୍ଜିବ କଳାହାଣ୍ଡିର ଲୋକ ନୃତ୍ୟ ବଜାଶାଲ ।
  • ଆଜି ୧୨.୩୦ ଟା ସମୟରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମେଳା-୨୦୨୧ର ଶୁଭ ଉଦଘାଟନ କରିବେ।
Last Updated : Jan 26, 2021, 7:17 AM IST

ABOUT THE AUTHOR

...view details