ଓଡିଶା

odisha

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Jan 3, 2023, 7:07 AM IST

Updated : Jan 3, 2023, 7:15 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଓ ରାଜନୀତିରେ କଣ ରହିଛି ଆଜି ଖାସ, କେଉଁଠି ଅଛି କଣ କାର୍ଯ୍ୟକ୍ରମ । ଯାହା ଜାଣିବା ଆପଣଙ୍କ ପାଇଁ ଜରୁରୀ । ଜାଣନ୍ତୁ ଆଜିର ବଡ ଖବର ଗୋଟିଏ କ୍ଲିକରେ କେବଳ ଇଟିଭି ଭାରତ ଓଡିଶାରେ ।

news today
news today

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ISCକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ।
  • ଆଜି ରାଜସ୍ଥାନ ଗସ୍ତରେ ଯିବେ ରାଷ୍ଟ୍ରପତି।
  • ଆଜି ଅରୁଣାଚଳ ପ୍ରଦେଶ ଗସ୍ତରେ ଯିବ ପ୍ରତିରକ୍ଷାମନ୍ତ୍ରୀ।
  • ଆଜି ଉତ୍ତରପ୍ରଦେଶରେ ପ୍ରବେଶ କରିବ ଭାରତ ଯୋଡ ଯାତ୍ରା।
  • ଆଜି ନବରଙ୍ଗପୁର ବନ୍ଦ ଡାକରା।
  • ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ଘଟଣା, ଆଜି ଉଚ୍ଚସ୍ତରୀୟ ବୈଠକ।
  • ଆଜିଠୁ ଜାତୀୟ କଳା ଉତ୍ସବ ।
  • INDVSL: ଆଜି ପ୍ରଥମ ଟି-20 ।
  • ରଣଜୀ ଟ୍ରଫି, ଆଜିଠୁ ଓଡିଶା-ନାଗାଲାଣ୍ଡ ମୁକାବିଲା।
  • ଆଜି ଫୁଟବଲ କିଙ୍ଗ ପେଲେଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
Last Updated : Jan 3, 2023, 7:15 AM IST

ABOUT THE AUTHOR

...view details