ଆଜିର ବଡ ଖବର
- ଆଜିଠୁ ଦୁଇ ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
- ଆଜି ଉଦୟପୁରରେ ପହଞ୍ଚିବେ ଜି-୨୦ ପ୍ରତିନିଧି ଦଳ ।
- ଆଜିଠୁ ରାଜ୍ୟରେ ବଢିବ ଶୀତ ।
- ଆଜି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ।
- ଆଜି ଭାରତୀୟ ନୌସେନା ଦିବସ ।
- ଆଜିଠୁ ସର୍ବଭାରତୀୟ ମଦନପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ।
- ଫିଫା ବିଶ୍ବକପ୍ । ଆଜି ଫ୍ରାନ୍ସ ଓ ପୋଲାଣ୍ଡ ମୁକାବିଲା ।
- ଆଜିଠୁ ଭାରତ-ବାଲାଂଦେଶ ଦିନିକିଆ ସିରିଜ ।