ଓଡିଶା

odisha

By

Published : Oct 17, 2022, 7:01 AM IST

Updated : Oct 17, 2022, 7:26 AM IST

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
news today

  • ଆଜିର ବଡ ଖବର
  • ଆଜି ହାଇଦ୍ରାବାଦରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ କିଷାନ ଦ୍ବାଦଶ କିସ୍ତି ।
  • ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ
  • ଆଜି ସିସୋଦିଆଙ୍କୁ ଜେରା କରିବ ସିବିଆଇ
  • ଆଜି ଠାରୁ ପିଜି ପାଠପଢା
  • ଆଜିଠୁ ଋଷିଆ ନାଟୋ ମଧ୍ୟରେ ଆଣବିକ ଡ୍ରିଲ
  • T20 World Cup: ଆଜି ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିବ ଭାରତ
  • T20 World Cup: ଆଜି ୱେଷ୍ଟ ଇଣ୍ଡିଜ ବନାମ ସ୍କଟଲାଣ୍ଡ
  • U 17 Women WC: ଆଜି ଭାରତ-ବ୍ରାଜିଲ ଟକ୍କର
  • ଆଜି ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ
Last Updated : Oct 17, 2022, 7:26 AM IST

ABOUT THE AUTHOR

...view details