ETV Bharat / bharat
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଆଜିର ବଡ ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର


ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
By
Published : Oct 6, 2022, 7:00 AM IST
| Updated : Oct 6, 2022, 7:16 AM IST
- ଆଜି ଭସାଣୀ ଉତ୍ସବ । ମେଲାଣି ନେବେ ମା' ଦୁର୍ଗା ।
- ଆଜି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।
- ଆଜି ନ୍ୟୁଜଲ୍ୟାଣ୍ଡର ପ୍ରଧାନମନ୍ତ୍ରଙ୍କୁ ଭେଟିବେ ଏସ ଜୟଶଙ୍କର ।
- ଆଜି ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ସୋନିଆ ଗାନ୍ଧୀ
- ଆଜି ବିଶ୍ବ ମସ୍ତିଷ୍କ ପକ୍ଷାଘାତ ଦିବସ ।
- ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ।
Last Updated : Oct 6, 2022, 7:16 AM IST