ETV Bharat / bharat
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଜାତୀୟ ବନ୍ୟପ୍ରାଣୀ ଦିବସ
ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର
![ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର](https://etvbharatimages.akamaized.net/etvbharat/prod-images/768-512-16278276-thumbnail-3x2-d.JPG)
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
By
Published : Sep 4, 2022, 7:00 AM IST
| Updated : Sep 4, 2022, 7:18 AM IST
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଆଜି ନବୀନ ପାଇବେ ଜୀବନ ବ୍ୟାପି ସାଧନା ସମ୍ମାନ
- ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ
- ଆଜି କଂଗ୍ରେସର ହଲ୍ଲାବୋଲ
- ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ
- ଆଜି ଜମ୍ମୁରେ ଗୁଲାମ ନବୀ ଆଜାଦଙ୍କ ପ୍ରଥମ ରାଲି
- Asia Cup, ଆଜି ଭାରତ ପାକିସ୍ତାନ ମୁକାବିଲା
- Ultimate Kho Kho: ଆଜି ଫାଇନାଲ ଖେଳିବ ଓଡିଶା
Last Updated : Sep 4, 2022, 7:18 AM IST