ଓଡିଶା

odisha

By

Published : Sep 2, 2022, 7:00 AM IST

Updated : Sep 2, 2022, 7:18 AM IST

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
ଆଜିର ବଡ ଖବର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ନୌସେନାରେ INS ବିକ୍ରାନ୍ତକୁ ସାମିଲ କରିବେ ପ୍ରଧାନମନ୍ତ୍ରୀ
  • ସମ୍ମାନିତ ହେବେ ନବୀନ, ଆଜି ଦିଲ୍ଲୀ ଯିବେ BJD ଯୁବନେତା
  • ଆଜି ଭାରତୀୟ ଫୁଟବଲ ମହାସଂଘର ନିର୍ବାଚନ
  • Ultimate Kho Kho, ଆଜି ଓଡିଶା- ଗୁଜୁରାଟ ପ୍ଲେଅଫ
  • Asia cup, ଆଜି ପାକିସ୍ତାନ ବନାମ ହଂକଂ ମୁକାବିଲା
  • ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା
  • ଆଦି ପ୍ରେକ୍ଷାଳୟକୁ ଆସିବ 'ମହାବାହୁ' ସହ 'ଏଡିୟୁ ଗୋଦାର'
  • ଆଜି ବିଶ୍ବ ନାରିକେଳ ଦିବସ
Last Updated : Sep 2, 2022, 7:18 AM IST

ABOUT THE AUTHOR

...view details