ETV Bharat / bharat
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଆଜିର ବଡ ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର
![ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର](https://etvbharatimages.akamaized.net/etvbharat/prod-images/768-512-16224606-thumbnail-3x2-op.jpg)
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
By
Published : Aug 29, 2022, 7:00 AM IST
| Updated : Aug 29, 2022, 7:37 AM IST
- ଝାଡଖଣ୍ତରେ ରାଜନୈତିକ ସଙ୍କଟ । ଆଜି ବସନ୍ତ ସୋରେନଙ୍କ ଭାଗ୍ୟ ନିର୍ଦ୍ଧାରଣ
- ରାଜ୍ୟରେ ମୌସୁମୀ ବାୟୁ ନିଷ୍କ୍ରିୟ । ଦୁଇ ଦିନ କାଁ ଭାଁ ବର୍ଷା ସମ୍ଭାବନା
- ଆଜି ଏସିଆ କପରେ ଆଫଗାନିସ୍ତାନ ବାଂଲାଦେଶ ମୁହାଁମୁହିଁ
- ଆଜି ଜାତୀୟ କ୍ରୀଡା ଦିବସ
- ଆଜିଠାରୁ ସାଫ୍ ଚମ୍ପିଆନସିପର ପ୍ରଶିକ୍ଷଣ ଶିବିର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର Last Updated : Aug 29, 2022, 7:37 AM IST