ଓଡିଶା

odisha

By

Published : Aug 28, 2022, 7:03 AM IST

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
ଆଜିର ବଡ ଖବର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜ
  • ଆଜି ବିଧାୟକଙ୍କୁ ଭେଟିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
  • ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ ।
  • ଆଜି ଭୁଜରେ ସ୍ମୃତି ମେମୋରିଆଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
  • ଆଜି ବସିବ CWD ବୈଠକ।
  • ଆଜି ଭାରତ ଆସିବେ ୟୁଏନଜିଏ ଅଧ୍ୟକ୍ଷ ।
  • ଆଜିଠୁ 2 ଦିନିଆ ତ୍ରିପୁରା ଗସ୍ତରେ ଯିବେ ବିଜେପି ଅଧକ୍ଷ ଜେପି ନଡ୍ଡା।
  • ଆଜି ସରିବ ପ୍ରୋ ପ୍ୟାକ ଓଡିଶା-22 ।
  • ଆଜି ମାଟିରେ ମିଶିବ ନୋଏଡା ଟ୍ବିନ ଟାୱାର ।
  • ଏସିଆ କପ, ଆଜି ଭାରତ-ପାକିସ୍ତାନ ମୁକାବିଲା।
  • ଆଜି ରାଜ୍ୟରେ କାଁ ଭାଁ ସ୍ଥାନରେ ବର୍ଷା ସମ୍ଭାବନା ।

ABOUT THE AUTHOR

...view details