ଓଡିଶା

odisha

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Aug 20, 2022, 7:01 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜି ଭଦ୍ରକରେ ବନ୍ଦ ରହିବ ସମସ୍ତ ସ୍କୁଲ
  • ଆଜି ଅନେକ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା
  • ଆଜି ବିଶ୍ବ ମଶା ଦିବସ
  • ଆଜି ଅକ୍ଷଣ ଉର୍ଜା ଦିବସ
  • ଆଜି ଜାତୀୟ ସଦଭାବନା ଦିବସ
  • ଆଜି ଜିମ୍ବାଓ୍ବେ ଭାରତ ମଧ୍ୟରେ ଦ୍ବିତୀୟ ଦିନିକିଆ
  • ଓଡିଶା ନାଭାନ ଟାଟା ହକି ଲିଗ, ଆଜି ଢେଙ୍କାନାଳ ସୁବଦେଗା ଫାଇନାଲ

ABOUT THE AUTHOR

...view details