ଓଡିଶା

odisha

By

Published : Aug 5, 2022, 7:01 AM IST

Updated : Aug 5, 2022, 7:32 AM IST

ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
ଆଜିର ବଡ ଖବର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମମତା ।
  • ଆଜିଠୁ 15 ଯାଏଁ ସମସ୍ତ ଐତିହ୍ୟସ୍ଥଳୀରେ ମାଗଣା ଏଣ୍ଟ୍ରି।
  • ଆଜି ଦରବୃଦ୍ଧି ନେଇ ବିକ୍ଷୋଭ କରିବ କଂଗ୍ରେସ ।
  • ଆଜିଠୁ BMC ମେୟର ଓ କମିଶନରଙ୍କ 2 ଦିନିଆ କର୍ଣ୍ଣାଟକ ଗସ୍ତ ।
  • ଆଜି ହୋଇପାରେ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ।
  • ଆଜି ଧାରା 370 ଉଚ୍ଛେଦକୁ ପୁରିଲା 3 ବର୍ଷ ।
  • ମହିଳା ହକି: ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ।
  • ରାଜ୍ୟଗୋଷ୍ଠୀ କ୍ରୀଡା: ଆଜି ମ୍ୟାଚକୁ ଓହ୍ଲାଇବେ କୁସ୍ତି ଯୋଦ୍ଧା ।
  • ସାଫ୍ ଚମ୍ପିଅନସିପ, ଆଜି ଭାରତ-ବାଂଲାଦେଶ ଟାଇଟଲ ଲଢେଇ।
  • ଆଜି ମୁକ୍ତିଲାଭ କରିବ ଶେଷରାତି ।
Last Updated : Aug 5, 2022, 7:32 AM IST

ABOUT THE AUTHOR

...view details