ଓଡିଶା

odisha

By

Published : Jul 29, 2022, 7:01 AM IST

Updated : Jul 29, 2022, 7:25 AM IST

ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ସୁପରସ୍ପେସାଲିଟି କ୍ୟାନ୍ସର ହସ୍ପିଟାଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
  • ଆଜି ଇ-ରାଇଡ ଏବଂ ଇ-ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
  • ଆଜି ପ୍ରଥମ IIBXର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
  • ଆଜି ଶ୍ରୀମନ୍ଦିର ପ୍ରକଳ୍ପ ସବକମିଟି ବୈଠକ।
  • ଆଜି 5ଜି ନିଲାମର ଚତୁର୍ଥ ଦିନ ।
  • ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟି-ଟ୍ବେଣ୍ଟି ।
  • ସାଫ୍ ଚମ୍ପିଆନସିପ, ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା ।
  • ରାଜ୍ୟଗୋଷ୍ଠୀ କ୍ରୀଡା:କ୍ରିକେଟରେ ଅଷ୍ଟ୍ରେଲିଆ ଓ ହକିରେ ଘାନାକୁ ଭେଟିବ ଭାରତ
  • ଆଜି ବିଶ୍ବ ବ୍ୟାଘ୍ର ଦିବସ ।
  • ଦୁର୍ବଳ ମୌସୁମୀ, ଆଜି କାଁ ଭାଁ ବର୍ଷା ହୋଇପାରେ ।
Last Updated : Jul 29, 2022, 7:25 AM IST

ABOUT THE AUTHOR

...view details