ETV Bharat / bharat
News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ପ୍ରମୁଖ ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ୍, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର


News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
By
Published : Jul 11, 2022, 7:01 AM IST
| Updated : Jul 11, 2022, 7:08 AM IST
- ଆଜି ମହାପ୍ରଭୁଙ୍କ ଅଧରପଣା ନୀତି
- ଆଜି ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି
- ଆଜିଠୁ ତେଲେଙ୍ଗାନାରେ ତିନିଦିନ ସ୍କୁଲ ଛୁଟି
- ଆଜି ଶ୍ରୀମନ୍ଦିରରେ ଗରୁଡଶୟନ ନୀତି
- ଆଜିଠୁ ପୁଣି ଆରମ୍ଭ ହେବ ଅମରନାଥ ଯାତ୍ରା
- ଆଜିଠୁ ରାଜ୍ୟରେ ସପ୍ତାହେ ଧରି ବର୍ଷା
- ଆଜି ବିଶ୍ବ ଜନସଂଖ୍ୟା ଦିବସ
Last Updated : Jul 11, 2022, 7:08 AM IST