ଓଡିଶା

odisha

By

Published : Jun 5, 2022, 7:00 AM IST

Updated : Jun 5, 2022, 7:06 AM IST

ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଶପଥ ନେବେ ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ
  • ଆଜି ୟୁପିର ମାଘର ଗସ୍ତ କରିବେ ରାଷ୍ଟ୍ରପତି
  • ଆଜି 'ପରିବେଶ ପାଇଁ ଜୀବନଶୈଳୀ' ଆନ୍ଦୋଳନର ଶୁଭାରମ୍ଭ କରିବେ ମୋଦି
  • ଆଜିଠୁ ସ୍କୁଲରେ ଖରାଛୁଟି
  • ଆଜି ସମ୍ବଲପୁର ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଆଜି କଳାହାଣ୍ଡି ଆସୁଛନ୍ତି NAPM ପ୍ରତିଷ୍ଠାତା ମେଧା ପାଟେକର
  • ଆଜି ପାରାଦ୍ବୀପ ଆସୁଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ
  • ଆଜି ରାଞ୍ଚିରେ BJP ଏସଟି ମୋର୍ଚ୍ଚା ରାଲି କରିବ
  • French Open: ଆଜି ରାଫେଲ- କ୍ୟାସପର ଫାଇନାଲ ଫାଇଟ
  • ଆଜି ବିଶ୍ବ ପରିବେଶ ଦିବସ
Last Updated : Jun 5, 2022, 7:06 AM IST

ABOUT THE AUTHOR

...view details