ଓଡିଶା

odisha

By

Published : May 9, 2022, 7:06 AM IST

Updated : May 9, 2022, 7:46 AM IST

ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ୍‌, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharatରେ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ନବନିଯୁକ୍ତ ମେଡିକାଲ ଅଫିସରଙ୍କ ପାଇଁ ଏକ କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
  • ଆଜି ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
  • ଆଜି IPICOLରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।
  • ଶ୍ରୀନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ, ଆଜି ହାଇକୋର୍ଟରେ ଶୁଣାଣି ।
  • ବାତ୍ୟା ଅସାନି ପ୍ରଭାବରେ ଆଜି କିଛି ସ୍ଥାନରେ ବର୍ଷା ସମ୍ଭାବନା ।
  • ଦିଲ୍ଲୀରେ ରାଜ୍ୟ କଂଗ୍ରେସ ନେତା, ଆଜି ଆସିପାରେ ନୂଆ PCC ସଭାପତିଙ୍କ ନାମ
  • ଆଜିଠୁ ଏସସିବିରେ ଅନଲାଇନ ଆଉଟଡୋର ଟିକେଟ।
  • ଆଜିଠୁ HI LIFE ରେ ଦୁଇ ଦନିଆ ପ୍ରଦର୍ଶନୀ ।
  • ଆଜି ବୈଶାଖୀ ବାଣିଜ୍ୟ ମେଳାର ଚତୁର୍ଥ ଦିନ ।
  • IPL 2022: ଆଜି କୋଲକାତା ବନାମ ମୁମ୍ବାଇ ମୁକାବିଲା ।
Last Updated : May 9, 2022, 7:46 AM IST

ABOUT THE AUTHOR

...view details