ଓଡିଶା

odisha

By

Published : Apr 3, 2022, 6:53 AM IST

Updated : Apr 3, 2022, 7:11 AM IST

ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
ଆଜିର ବଡ ଖବର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ମାନସ ହତ୍ୟାକାଣ୍ଡ : ଆଜି କୋର୍ଟରେ ହାଜର ହେବେ ଶର୍ମିଷ୍ଠା ।
  • ଆଜି ବାରଣାସୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ନେପାଳ ପ୍ରଧାନମନ୍ତ୍ରୀ ।
  • ଆଜି ସର୍ବପ୍ରଥମ ମହାକାଶ ପର୍ଯ୍ୟଟନ ମିଶନ୍ ଆରମ୍ଭ କରିବ NASA ।
  • ଆଜି ଇମ୍ରାନ ଖାନଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ।
  • Russia-Ukraine War: ଆଜି ମସ୍କୋ ଯିବେ UN ସେକ୍ରେଟେରୀ ଜେନେରାଲ ମାର୍ଟିନ ।
  • ଆଜିଠୁ ରମଜାନ ମାସ ଆରମ୍ଭ ।
  • ଆଜିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ।
  • FIH Pro League: ଆଜି ଭାରତ- ଇଂଲଣ୍ଡ ଦ୍ବିତୀୟ ମୁକାବିଲା ।
  • IPL2022: ଆଜି ଚେନ୍ନାଇ- ପଞ୍ଜାବ ମୁକାବିଲା ।
  • ICC Women WC: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ଫାଇନାଲ ଫାଇଟ ।
Last Updated : Apr 3, 2022, 7:11 AM IST

ABOUT THE AUTHOR

...view details