ଓଡିଶା

odisha

By

Published : Mar 31, 2022, 6:58 AM IST

Updated : Mar 31, 2022, 7:35 AM IST

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଭାରତ ଆସିବେ ଋଷ ବୈଦେଶିକ ମନ୍ତ୍ରୀ ।
  • ଆଜି ବିଧାନସଭା ବଜେଟ ଅଧିବେଶନର ଷଷ୍ଠ ଦିନ ।
  • ଆଜି ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ହୋଇପାରେ କୋରୋନା ସ୍ଥିତି ସମୀକ୍ଷା ।
  • ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ଯନ୍ତ୍ରୀ ଆଶିଷ ଦାସ ।
  • ଆଜିଠୁ ରାଜ୍ୟରେ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ।
  • ଆଜିଠୁ ୨ ଦିନ ପ୍ରବଳ ତାତି ନେଇ 8 ଜିଲ୍ଲାକୁ ସତର୍କ ସୂଚନା ।
  • ଆଜି ଜାତୀୟ ପାରା ଆଥଲେଟିକ ଚମ୍ପିଆନସିପର ଅନ୍ତିମ ଦିନ ।
  • IPL2022: ଆଜି ଲକ୍ଷ୍ନୌ- ଚେନ୍ନାଇ ମୁକାବିଲା ।
  • ICC WC: ଆଜି ଇଂଲଣ୍ଡ- ଦକ୍ଷିଣ ଆଫ୍ରିକା ଦ୍ବିତୀୟ ସେମି ସମର ।
Last Updated : Mar 31, 2022, 7:35 AM IST

ABOUT THE AUTHOR

...view details