ଓଡିଶା

odisha

ETV Bharat / bharat

NEWS TODAY: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଆଜିର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Feb 18, 2022, 7:01 AM IST

Updated : Feb 18, 2022, 7:07 AM IST

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ ।
  • ଆଜି ଚର୍ଚ୍ଚିତ କୋଟିଆରେ ହେବ ମତଦାନ ।
  • ଆଜି ଦୁଇ ନୂତନ ରେଳପଥର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
  • ଆଜି ହିଜାବ ମାମଲାର ଶୁଣାଣି ।
  • ଆଜିଠୁ ବୈଦେଶିକ ମନ୍ତ୍ରୀଙ୍କ ୬ ଦିନିଆ ଜର୍ମାନୀ ଓ ଫ୍ରାନ୍ସ ଗସ୍ତ ।
  • ଆଜି ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟି-ଟ୍ବେଣ୍ଟି ।
  • Ranji Trophy: ଆଜି ପୁଣି ବ୍ୟାଟିଂ କରିବ ଓଡିଶା ।
  • Pro Kabaddi: ଆଜି ପୁନେରୀ ପଲଟନ ଓ ବେଙ୍ଗଲ ୱାରିୟରସ ମୁକାବିଲା ।
  • ଆଜି ସର୍ବବୃହତ୍ତ ଆଦିବାସୀ ମେଳା ସମ୍ମାକ୍କା ସରଲମ୍ମା ଯାତ୍ରାର ଦ୍ବିତୀୟ ଦିନ ।
  • ଆଜି ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ।
Last Updated : Feb 18, 2022, 7:07 AM IST

ABOUT THE AUTHOR

...view details