ଓଡିଶା

odisha

ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଆଜିର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Feb 10, 2022, 7:01 AM IST

Updated : Feb 10, 2022, 7:50 AM IST

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ୟୁପିରେ ପ୍ରଥମ ପର୍ଯ୍ୟାୟ ଭୋଟ ।
  • ପୌର ନିର୍ବାଚନ ନେଇ ଆଜି ସର୍ବଦଳୀୟ ବୈଠକ ।
  • ଆଜି ଗୋଆରେ ରାଲି କରିବେ ମୋଦି ।
  • ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
  • ହିଜାବ ଝଡକୁ ନେଇ ଆଜି ୩ ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି ।
  • ଆଜିଠୁ ୪ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ।
  • ଆଜି ଶେଷ ହେବ ମୁଦ୍ରାନୀତି ସମୀକ୍ଷା ବୈଠକ ।
  • ମହାମାରୀକୁ ନେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୈଠକ ।
  • ଆଜିଠୁ ପ୍ରଥମ ପର୍ଯ୍ୟାୟ ରଣଜୀ ଟ୍ରଫି ମ୍ୟାଚ ।
  • ଆଜିଠୁ ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ ।
Last Updated : Feb 10, 2022, 7:50 AM IST

ABOUT THE AUTHOR

...view details