ଓଡିଶା

odisha

ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଟପ ଟେନ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Jan 21, 2022, 6:59 AM IST

Updated : Jan 21, 2022, 7:16 AM IST

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ସୋମନାଥ ମନ୍ଦିର ନିକଟରେ ନୂତନ ସର୍କିଟ ହାଉସର ଉଦଘାଟନ କରିବେ ମୋଦି ।
  • ଆଜି ଜାତୀୟ ଯୁଦ୍ଧ ସ୍ମାରକୀରେ ଲିଭିବ ଅମର ଯବାନ ଜ୍ୟୋତି ।
  • ଆଜି ଢିଙ୍କିଆ ଗସ୍ତରେ ଯିବେ ୧୩ ରାଜନୈନିକ ଦଳର ପ୍ରତିନିଧିମଣ୍ଡଳୀ ।
  • ଆଜିଠୁ 3 ଦିନ ଭିଜିବ ଉପକୂଳ ଓଡିଶା ।
  • ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର ।
  • ପଞ୍ଚାୟତ ନିର୍ବାଚନର ଆଜି ନାମାଙ୍କନ ଦାଖଲର ଅନ୍ତିମ ଦିନ ।
  • ଆଜି ପ୍ରାର୍ଥୀ ଚୟନ ନେଇ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ଭେଟିବ କଂଗ୍ରେସ ।
  • ଆଜି ବରେଲି ଓ ଆଗ୍ରାରେ ନିର୍ବାଚନୀ ପ୍ରଚାର କରିବେ ନଡ୍ଡା ।
  • ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ ।
  • ଆଜିଠୁ IIT Kanpurରେ ତିନିଦିନିଆ ESummit21ର ଫ୍ଲାଗସିପ କାର୍ଯ୍ୟକ୍ରମ ।
Last Updated : Jan 21, 2022, 7:16 AM IST

ABOUT THE AUTHOR

...view details