ଓଡିଶା

odisha

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ମୁଖ୍ୟ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Nov 29, 2021, 6:53 AM IST

Updated : Nov 29, 2021, 7:11 AM IST

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ବିଧାନସଭାର ସର୍ବଦଳୀୟ ବୈଠକ ।
  • ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ।
  • ଆଜି ୬ ଜିଲ୍ଲାରେ ୨୩୯ ହାଇସ୍କୁଲ ରୂପାନ୍ତରଣ କରିବେ ମୁଖ୍ୟମନ୍ତ୍ରୀ ।
  • ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି । ନୀତି ସମୟରେ ଦର୍ଶନ ବନ୍ଦ ।
  • ଆଜି ପ୍ରଦୀପ ପାଣିଗ୍ରାହୀଙ୍କ ସୁପ୍ରିମକୋର୍ଟରେ ଶୁଣାଣି ।
  • ଆସୁଛି ଆଉ ଏକ ବାତ୍ୟା । ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷିବ ।
  • ଆଜିଠୁ ମେଡିକାଲ କାଉନସିଲ ଆରମ୍ଭ ।
  • ଆଜିଠୁ ଆରମ୍ଭ ହେବ ଶିଶୁ ବିଧାନସଭା ।
  • କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ଆଜି କଂଗ୍ରେସ ବିରୋଧୀ ଦଳମାନଙ୍କ ଏକ ବୈଠକ ଡାକିଛି ।
  • ଆଜିଠୁ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ କଲେଜ ।
Last Updated : Nov 29, 2021, 7:11 AM IST

ABOUT THE AUTHOR

...view details