ଓଡିଶା

odisha

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ETV Bharat

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Sep 5, 2021, 7:00 AM IST

Updated : Sep 5, 2021, 7:19 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

1-ଆଜି ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ ।

2-ଆଜି ଗୁରୁଦିବସ । ଗୁରୁଙ୍କ ପାଇଁ ଦିନଟିଏ ।

3-ଆଜି ଶେଷ ହେବ ଟୋକିଓ ପାରାଲିମ୍ପିକ୍ସ । ସ୍ବର୍ଣ୍ଣ ପାଇଁ ଲଢିବେ ସୁହାସ ଓ କ୍ରୀଷ୍ଣା ।

4-ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

5-ପିପିଲି ନିର୍ବାଚନ ନେଇ ଆଜିଠୁ ଲାଗୁ ହେବ ଆଚରଣ ବିଧି ।

6-ରାଜ୍ୟରେ ଆଜି138 ଟିକା କେନ୍ଦ୍ରରେ ଜାରି ରହିବ ଟୀକାକରଣ କାର୍ଯ୍ୟକ୍ରମ।

7- 4 ଦିନିଆ ଇଟାଲୀ ଓ ରୋମ ଗସ୍ତରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । G20 ସ୍ବାସ୍ଥ୍ୟମନ୍ତ୍ରୀ ସମ୍ମିଳନୀରେ ହେବେ ସାମିଲ ।

8-ଆଜି ଦେଶରେ କୋରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି ।

9-ଆଜି ଉପକୂଳ ଓ ଆଭ୍ୟନ୍ତରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ।

10-ଆଜି ଅନ୍ତର୍ଜାତୀୟ ଦାନ ଦିବସ ।

Last Updated : Sep 5, 2021, 7:19 AM IST

ABOUT THE AUTHOR

...view details