ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
- ଆଜି ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଆମେରିକା ବିଦେଶ ସଚିବ ଆଣ୍ଟୋନି ।
- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ବାସବରାଜ ।
- ଆଜି ଦିଲ୍ଲୀରେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବେ UP ର ସମସ୍ତ ବିଜେପି ସାଂସଦ ।
- ଆଜି ରାଜ୍ୟର 29 ଜିଲ୍ଲାରେ ଟୀକାକରଣ ।
- ଆଜି ଆଉ ଏକ ଲଘୁଚାପ ସୃଷ୍ଟି । ପ୍ରଭାବରେ 4 ଦିନ ବର୍ଷିବ ।
- 9ଟି ଇଭେଣ୍ଟରେ ଆଜି ଅଲିମ୍ପିକ୍ସ ପ୍ରଦର୍ଶନ କରିବ ଭାରତ ।
- ଆଜି ମୌସୁମୀ ଅଧିବେଶନର 7ମ ଦିନ । ସଂସଦ ହୋଇପାରୁନି ସ୍ବାଭାବିକ ।
- ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ।
- ଆଜି ବିଶ୍ବ ହେପାଟାଇଟିସ୍ ଦିବସ ।
- ଆଜି ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ।