ଓଡିଶା

odisha

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Jun 5, 2021, 7:05 AM IST

Updated : Jun 5, 2021, 7:25 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ 21 ଦିନିଆ ଭିତର ଚନ୍ଦନ ଯାତ୍ରା ଆରମ୍ଭ ।

2. ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରାର ଅନ୍ତିମ ଦିବସ । ହଳଦୀପାଣିରେ କରିବେ ମହାସ୍ନାନ ।

3. ଆଜି ରାଜଧାନୀରେ ଗୋପବନ୍ଧୁ ସ୍ବାସ୍ଥ୍ୟବୀମାଭୁକ୍ତ ସାମ୍ବାଦିକଙ୍କୁ ଦିଆଯିବ 2ୟ ଡୋଜ ଟିକା ।

4. କ୍ଷତିଗ୍ରସ୍ତ ଜମାକାରୀଙ୍କ ବାସ୍ତବ ଜମାରାଶିର ପରିମାଣ ନିରୂପଣ ପାଇଁ ୱେବସାଇଟ । ଆଜି ବି ଅନଲାଇନରେ ଦେଇପାରିବେ ଦରଖାସ୍ତ ।

5. ବିଶ୍ବ ପରିବେଶ ଦିବସ ଅବସରରେ ଆଜି ପରିବେଶ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଭିସି ମାଧ୍ୟମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି ।

6. ଆଜି ଭାଜପା ବିଧାୟକ, ସାଂସଦଙ୍କ ଘର ଆଗରେ ବିକ୍ଷୋଭ କରିବେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ।

7. ମରିସସ ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜୁଗନଥଙ୍କ ବିୟୋଗରେ ଆଜି ସାରାଦିନ ଶୋକ ପାଳିବ ଭାରତ । ଅର୍ଦ୍ଧନମିତ ରହିବ ଜାତୀୟ ପତାକା ।

8. ଆଜି କୋ-ୱିନ ଆପ୍‌ରେ ଯୋଗ ହୋଇପାରେ ତାମିଲ ଭାଷା । ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

9. ଆଜି ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା । ଆସନ୍ତା 7ରୁ ପ୍ରବଳ ବର୍ଷା ।

10. ଆଜି ବିଶ୍ବ ପରିବେଶ ଦିବସ । ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।

Last Updated : Jun 5, 2021, 7:25 AM IST

ABOUT THE AUTHOR

...view details