ଓଡିଶା

odisha

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Jun 3, 2021, 6:59 AM IST

Updated : Jun 3, 2021, 7:55 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
  • ବାତ୍ୟା ୟାସ କ୍ଷୟକ୍ଷତି ନେଇ ଆଜି ସୂଚନା ଦେଇପାରନ୍ତି ଏସଆରସି ।
  • ରାଜ୍ୟରେ ଯୁକ୍ତ 2 ପରୀକ୍ଷା ନେଇ ଆଜି ପୁଣି ବସିବ ବୈଠକ, ବାତିଲ ନେଇ ହୋଇପାରେ ଘୋଷଣା ।
  • ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଉଁରି ଉତ୍ସବ । ରଥ ନିର୍ମାଣ ପରମ୍ପରା ଅନୁସାରେ ଡେରା ହେବ ରଥ ଚକ ।
  • ଆଜି ନିଜ ଜନ୍ମ ମାଟିରେ ହେବ ବିଜୟଶ୍ରୀଙ୍କ ଶେଷକୃତ୍ୟ ।
  • ଲକଡାଉନ 3.0 ର ଆଜି ତୃତୀୟ ଦିନ । ଚାଲିଛି କଡା ଚେକିଂ
  • ଆଜି ବିଶ୍ବ ସାଇକେଲ ଦିବସ । ପ୍ରତିବର୍ଷ ଜୁନ୍ 3ରେ ସାଇକେଲ ଚଳାଇବାର ଉପକାରିତାକୁ ନେଇ କରାଯାଉଛି ସଚେତନ ।
  • ଲକଡାଉନ ଯୋଗୁଁ ରାଜ୍ୟରେ 30% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ ।
  • ରାଜ୍ୟରେ ବନ୍ଦ ହେବ 18-44 ବର୍ଗଙ୍କ ଟୀକାକରଣ ! 2 ଦିନ ଭିତରେ ଟିକା ନଆସିଲେ ହୋଇପାରେ ବାଧାପ୍ରାପ୍ତ ।
  • କୋରୋନା ଭାଇରସର ନୂଆ ହଟସ୍ପଟ ଚିହ୍ନଟ । ଭବିଷ୍ୟତରେ ବ୍ୟାପିବା ନେଇ ଗବେଷଣାରୁ ଜଣାପଡିଛି ।
  • ଆଜି କେରଳ ଛୁଇଁବ ମୌସୁମୀ । ରାଜ୍ୟର 22ଟି ଜିଲ୍ଲାରେ ଆଜି କାଳବୈଶାଖୀ ।
Last Updated : Jun 3, 2021, 7:55 AM IST

ABOUT THE AUTHOR

...view details