1. ଆଜି ଦେଶର କୋଭିଡ ସ୍ଥିତି, ଅକ୍ସିଜେନ ଓ ମେଡିକାଲ ଭିତ୍ତିଭୂମି ନେଇ ପୁଣି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ।
2. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସ୍ଥିତି ସମୀକ୍ଷା । ଅପରାହ୍ନରେ ପ୍ରେସମିଟ ।
3. ଆଜି ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଅମ୍ଳଜାନ ସଙ୍କଟ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ।
4. ଆଜି ବେଙ୍ଗାଲୁରୁ ବାୟୁସେନା ଷ୍ଟେସନରେ 100 ଶଯ୍ୟା ବିଶିଷ୍ଟ କୋଭିଡ କେନ୍ଦ୍ର ହେବ କାର୍ଯ୍ୟକ୍ଷମ ।
5. ଆଜିଠୁ ମେ 6 ପର୍ଯ୍ୟନ୍ତ କର୍ଣ୍ଣାଟକକୁ ଦୈନିକ 20 ହଜାର ରେମଡେସିଭିର ଯୋଗାଇବ ଉତ୍ପାଦନ କମ୍ପାନୀ ।