1. ଆଜି ପିଏମ ମୋଦି ମାରାଥନ ବୈଠକ । ଦେଶର କୋଭିଡ ସ୍ଥିତି ନେଇ କରିବେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।
2. ଆଜିଠୁ ଓଡିଶା-ପଶ୍ଚିମବଙ୍ଗ ସୀମା ସିଲ । ପଶ୍ଚିମବଙ୍ଗରୁ ଫେରିଲେ 14 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ।
3. ଆଜି ପଶ୍ଚିମବଙ୍ଗ ଭୋଟରଙ୍କୁ ସମ୍ବୋଧନ କରିବେ ପିଏମ ମୋଦି । 4.30 ସମୟରେ ହେବ କାର୍ଯ୍ୟକ୍ରମ ।
4. ଆଜିଠୁ ରାଜ୍ୟରେ ବଦଳିଲା ଟୀକାକରଣ ସମୟ । ଏଣିକି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିଆଯିବ ଟିକା ।
5. ଆଜିଠୁ ଭୁବନେଶ୍ବର କିମସରେ କାର୍ଯ୍ୟକାରୀ ହେବ 500 ଶର୍ଯ୍ୟା ବଶିଷ୍ଟ କୋଭିଡ ହସପିଟାଲ ।