ଓଡିଶା

odisha

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Mar 16, 2021, 7:01 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର

ବଡ ଖବର

1. ଆଜି କେନ୍ଦ୍ର କ୍ୟାବିନେଟ । ଭିଡିଓ କନଫରେନ୍ସିଂରେ ହେବ ବୈଠକ ।

2. ଆଜି ସଂସଦ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିନ ।

3. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସମୀକ୍ଷା ବୈଠକ ।

4. ଆଜି ଦେଶର ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ପ୍ରକଳ୍ପକୁ ନେଇ ପିଏମଓର ଉଚ୍ଚସ୍ତରୀୟ ବୈଠକ ।

5. ଆଜି ପଶ୍ଚିମବଙ୍ଗରେ 3 ଟି ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

6. ଆଜି କଂଗ୍ରେସ ନିର୍ବାଚନ ସମିତି ବୈଠକ । ଅବଶିଷ୍ଟ ଦଳୀୟ ପ୍ରାର୍ଥୀ ଉପରେ ଲାଗିବ ମୋହର ।

7. ଆଜି ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମେଗା ରୋଡଶୋ ।

8. ଆଜି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ ।

9. ଆଜି ରାଜ୍ୟ ସ୍ତରୀୟ କୃଷି ମହାକୁମ୍ଭ ଓ ଜିଲ୍ଲାସ୍ତରୀୟ କୃଷି ପ୍ରଦର୍ଶନୀର ଦ୍ବିତୀୟ ଦିନ ।

10. ଆଜି ଭାରତ-ଇଂଲଣ୍ଡ ତୃତୀୟ ଟି-ଟ୍ବେଣ୍ଟି । ବିନା ଦର୍ଶକରେ ହେବ ମ୍ୟାଚ ।

ABOUT THE AUTHOR

...view details