1. ଆଜି ବିଶ୍ବ ମହିଳା ଦିବସ । କେନ୍ଦ୍ର ମହିଳା ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ସ୍ବତନ୍ତ୍ର କାର୍ଯ୍ୟକ୍ରମ ।
2. ଆଜି ବିଶ୍ବ ମହିଳା ଦିବସ ଅବସରରେ ଦେଶର ସମସ୍ତ ମହିଳା ଚାନସେଲର ଓ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
3. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ଟୀକାକରଣ ସମୀକ୍ଷା । ଅପରାହ୍ନରେ ପ୍ରେସମିଟ ।
4. ଆଜି ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
5. ଆଜି ଠାରୁ ସଂସଦ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ।