1. କୋଭିଡ ଟିକା ପାଇଁ ଆଜି ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ ।
2. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ଟିକା ଯୋଗାଣ ପାଇଁ ହେବ ନିଷ୍ପତ୍ତି ।
3. ଆଜି ଅର୍ଥ ମନ୍ତ୍ରଣାଳୟର ବଜେଟ ପ୍ରସ୍ତୁତି ବୈଠକ ।
4. ଆଜି ଏମଏସଏମଇ ମନ୍ତ୍ରଣାଳୟର ଅନେକ ପ୍ରକଳ୍ପ ହେବ ଶୁଭାରମ୍ଭ ।
5. ଆଜି ସରକାର-କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ।