1. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
2. ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଗୁରୁତ୍ବପୂର୍ଣ୍ଣ ଘୋଷଣା । ଦେଶରେ ଶିକ୍ଷାଦାନ ଓ ପରୀକ୍ଷା ନେଇ ବଡ ଘୋଷଣା କରିବେ ମନ୍ତ୍ରୀ ।
3. ଆଜି MNNIT ଆହ୍ଲାବାଦର 17 ତମ କନଭୋକେସନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ହେବେ ସାମିଲ ।
4. ଆଜି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ଅନେକ ପ୍ରସ୍ତାବ ଉପରେ ଲାଗିବ ମୋହର ।
5. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପବ୍ଲିକ ୱେବିନାର । ଚିକିତ୍ସା ବିଜ୍ଞାନ ଓ ଟିକା ବିକାଶକୁ ନେଇ ବିଶେଷଜ୍ଞ ରଖିବେ ତଥ୍ୟ । ପୂର୍ବାହ୍ନ 11 ଟାରୁ କାର୍ଯ୍ୟକ୍ରମ ।