ଓଡିଶା

odisha

ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଦେଶ-ଦୁନିଆ ପ୍ରମୁଖ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Dec 10, 2020, 7:07 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ନୂଆ ସଂସଦ ଭବନର ନିର୍ମାଣ ପାଇଁ ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ମୋଦି । କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ 2 ଶହ ଲୋକଙ୍କୁ ନିମନ୍ତ୍ରଣ ।

2 .ଆଜି କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ଭିନ୍ନ ଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଅଗ୍ରଗତି ଓ ଆର୍ଥିକ ସ୍ଥିତି ଉପରେ ସମୀକ୍ଷା ।

3. ଆଜି ବିଭିନ୍ନ ନିର୍ମାଣଧିନ ପ୍ରକଳ୍ପର ସମୀକ୍ଷା କରିବେ ରେଳମନ୍ତ୍ରୀ ପିୟୁଷ ଗୋଏଲ ।

4. ଆଜି ADMM ପ୍ଲସର 10ମ ବାର୍ଷିକୀକୁ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

5. କୃଷକ ସଂଗଠନ ଆନ୍ଦୋଳନ ନେଇ ଆଜି କେନ୍ଦ୍ର ସରକାରଙ୍କ ବଡ ବୈଠକ ।

6. ଆଜି ମମତାଙ୍କ ନିର୍ବାଚନୀ ମଣ୍ଡଳରେ 'ଆଉ ଅନ୍ୟାୟ ନାହିଁ' କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।

7. ଆଜି କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ।

8.ଆଜି ପରୀ ପରିବାରକୁ ସାକ୍ଷାତ କରିବେ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ।

9. ଆଜି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ 12 ଘଣ୍ଟିଆ ଭଦ୍ରକ ବନ୍ଦ । ବନ୍ଦ ଡାକରା ଦେଇଛି କଂଗ୍ରେସ ।

10.ଆଜି ସନ୍ଧ୍ୟା 7ଟା30ରେ ଏସ୍‌ସି ଇଷ୍ଟ ବେଙ୍ଗଲ ଏଫ୍‌ସିକୁ ଭେଟିବ ଜାମସେଦପୁର ଏଫ୍‌ସି ।

ABOUT THE AUTHOR

...view details