1- ଆଜି ସମସ୍ତ କୃଷକ ସଂଗଠନ ସହ ଚତୁର୍ଥ ଥର ପାଇଁ ଆଲୋଚନା କରିବେ କେନ୍ଦ୍ର ସରକାର ।
2- ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ । କୃଷକ ଆନ୍ଦୋଳନ ସମ୍ପର୍କରେ ହେବ ଆଲୋଚନା ।
3- ଆଜି BRO ଦ୍ବାରା ନିର୍ମାଣଧିନ ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ।
4- ଆଜି ଦେଶରେ କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟର ପ୍ରେସମିଟ ।
5- ଆଜି ନୂଆ ଶିକ୍ଷାନୀତି ଉପରେ ଶିକ୍ଷାମନ୍ତ୍ରଣାଳୟର ୱେବିନାର । ଶିକ୍ଷାମନ୍ତ୍ରୀ କାର୍ଯ୍ୟକ୍ରମରେ ହେବେ ସାମିଲ ।