1-ଟିକା ନେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
2-2 ମାସ ବନ୍ଦ ରହିବ କୁଆଖାଇ LHS ବ୍ରିଜ୍
3-10 ଆଙ୍କାକ୍ଷୀ ଜିଲ୍ଲାର ଦାୟିତ୍ବରେ ରହିବେ 10 ସରକାରୀ ବାବୁ
ଓଡିଶା ସରକାର 10ଟି ଆଙ୍କାକ୍ଷୀ ଜିଲ୍ଲା ପାଇଁ ସଚିବ ସ୍ତରୀୟ ବରିଷ୍ଠ ଅଫିସରଙ୍କୁ ମନୋନୀତ କରିଛନ୍ତି ।
4-ନିର୍ବାଚନ ପ୍ରସ୍ତୁତି: ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ବୈଠକ କରିବେ ନିର୍ବାଚନ ଆୟୋଗ
ଆଗକୁ ପୁଡୁଚେରୀ, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ କେରଳରେ ବିଧାନସଭା ନିର୍ବାଚନ ।
5-ରାଜ୍ୟସଭା ଓ ଲୋକସଭା ଟିଭି ଏବେ ସଂସଦ ଟିଭି
ସଂସଦର ଦୁଇଟି ଗୃହର ସମ୍ପୃକ୍ତ ଟିଭି ଚ୍ୟାନେଲ ରାଜ୍ୟସଭା ଟିଭି ଏବଂ ଲୋକସଭା ଟିଭିର ମିଶ୍ରଣ ହୋଇଛି ।