ଓ୍ବାଶିଂଟନ:ଯୁକ୍ତରାଷ୍ଟ୍ର ଆମେରିକାର ପେଣ୍ଟଗନରେ ଦୀପାବଳିର ଝଲକ । ପ୍ରଥମ ଥର ପାଇଁ ପେଣ୍ଟାଗନ ବିଶ୍ବ ବାଣିଜ୍ୟ କେନ୍ଦ୍ର ବିଲ୍ଡିଂରେ ପ୍ରଦର୍ଶିତ ହୋଇଛି ଦୀପାବଳି ଥିମ ଆନିମେସନ । ତେବେ ଲାଇଟ ଆନିମେସନ ସାଙ୍ଗକୁ ଆତସବାଜି ସଂନ୍ଧ୍ୟାକୁ ଅତି ମନୋରମ କରିଥିଲା ।
ଦୀପାବଳି ଶୁଭେଚ୍ଛା: ଝଲସିଲା ଓ୍ବାର୍ଲ୍ଡ ଟ୍ରେଡ ସେଣ୍ଟର୍ - ଲାଇଟ ଆନିମେସନରେ ଝଲସିଲା ଓ୍ବାର୍ଲ୍ଡ ଟ୍ରେଡ ସେଣ୍ଟର
ଯୁକ୍ତରାଷ୍ଟ୍ର ଆମେରିକାରେ ଦୀପାବଳିର ଝଲକ । ପ୍ରଥମ ଥର ପାଇଁ ପେଣ୍ଟାଗନର ଓ୍ବାର୍ଲ୍ଡ ଟ୍ରେଡ ସେଣ୍ଟରରେ ପ୍ରଦର୍ଶିତ ହେଲା ଦୀପାବଳି ଥିମ ଆନିମେସନ । ଆତସବାଜିରେ କମ୍ପିଲା ପରିବେଶ । ଅଧିକ ପଢନ୍ତୁ...
![ଦୀପାବଳି ଶୁଭେଚ୍ଛା: ଝଲସିଲା ଓ୍ବାର୍ଲ୍ଡ ଟ୍ରେଡ ସେଣ୍ଟର୍ ଦୀପାବଳୀ ଥିମ ଆନିମେଶନରେ ଝଲସିଲା ଆମେରିକାର ଓ୍ବାର୍ଲ୍ଡ ଟ୍ରେଡ ସେଣ୍ଟର](https://etvbharatimages.akamaized.net/etvbharat/prod-images/768-512-13547374-thumbnail-3x2-wtys.jpg)
ଦୀପାବଳୀ ଥିମ ଆନିମେଶନରେ ଝଲସିଲା ଆମେରିକାର ଓ୍ବାର୍ଲ୍ଡ ଟ୍ରେଡ ସେଣ୍ଟର
ତେବେ ବିଶ୍ବର ପ୍ରମୁଖ ଅଟ୍ଟାଳିକା ମଧ୍ୟରେ ଅନ୍ୟତମ ଭାବେ ପ୍ରସିଦ୍ଧ ବିଶ୍ବ ବାଣିଜ୍ୟ କେନ୍ଦ୍ର ଟାଓ୍ବାରରେ ଏପରି ଲାଇଟ ଓ ଆନିମେଶନ ପ୍ରଦର୍ଶିତ ହେବା ଏହା ପ୍ରଥମ ଆୟୋଜନ। ଏହାକୁ ଉପଭୋଗ କରିବା ପାଇଁ ହଡସନ ନଦୀର ଉଭୟ ପାର୍ଶ୍ବରେ ଦର୍ଶକମାନଙ୍କ ବେସ ଭିଡ ମଧ୍ୟ ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ