ଓଡିଶା

odisha

By

Published : Jun 29, 2022, 9:43 PM IST

ETV Bharat / bharat

Maharashtra Political Crisis: ଫ୍ଲୋର୍‌ ଟେଷ୍ଟ୍‌ରେ ସାମିଲ ହେବେ ନୱାବ ମଲିକ ଓ ଅନିଲ ଦେଶମୁଖ

ଗୁରୁବାର ବହୁମତ ପ୍ରମାଣିତ କରିବ ମହା ବିକାଶ ଅଘାଡ଼ି । ଏଥିରେ ଭୋଟ ଦେବାକୁ ବିଧାନସଭାରେ ଉପସ୍ଥିତ ରହିବେ NCP ନେତା ନୱାବ ମଲିକ ଓ ଅନିଲ ଦେଶମୁଖ । ଅଧିକ ପଢ଼ନ୍ତୁ

Maharashtra Political Crisis: ଫ୍ଲୋର୍‌ ଟେଷ୍ଟ୍‌ରେ ସାମିଲ ହେବେ ୱାବ ମଲିକ ଓ ଅନିଲ ଦେଶମୁଖ
Maharashtra Political Crisis: ଫ୍ଲୋର୍‌ ଟେଷ୍ଟ୍‌ରେ ସାମିଲ ହେବେ ୱାବ ମଲିକ ଓ ଅନିଲ ଦେଶମୁଖ

ମୁମ୍ବାଇ:ମହାରାଷ୍ଟ୍ର ଗୁରୁବାର ବହୁମତ ପ୍ରମାଣିତ କରିବ ମହା ବିକାଶ ଅଘାଡ଼ି । ଏଥିରେ ଭୋଟ ଦେବାକୁ ବିଧାନସଭାରେ ଉପସ୍ଥିତ ରହିବେ NCP ନେତା ନୱାବ ମଲିକ ଓ ଅନିଲ ଦେଶମୁଖ । ଉଭୟଙ୍କୁ ଭୋଟିଂରେ ସାମିଲ ହେବାକୁ ଅନୁମତି ପ୍ରଦାନ କରଛନ୍ତି ସୁପ୍ରିମକୋର୍ଟ ।

ଉଭୟ ଫ୍ଲୋର୍‌ ଟେଷ୍ଟରେ ସାମିଲ ହେବାକୁ CP ନେତା ନୱାବ ମଲିକ ଓ ଅନିଲ ଦେଶମୁଖ ବୁଧବାର ସକାଳୁ ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ୍‌ କରିଥିଲେ । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ବିଚାରପତି ଖଣ୍ଡପୀଠ ଉଭୟଙ୍କୁ ଭୋଟିଂରେ ସାମିଲ ହେବାକୁ ଅନୁମତି ପ୍ରଦାନ କରିଛନ୍ତି ।

ତେବେ ଉଭୟ ବିଚାର ବଭାଗୀୟ ହାଜତରେ ଥିବାରୁ ତାଙ୍କ ସହ ED ଓ CBIର ଅଧିକାରୀ ରହିବେ । ଉଭୟ ଭୋଟ ଦେବାପରେ ପୁନଃ ବିଚାର ବିଭାଗୀୟ ହାଜତକୁ ଫେରିବେ । ଏହାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ।

For All Latest Updates

TAGGED:

ABOUT THE AUTHOR

...view details