ନୂଆଦିଲ୍ଲୀ:ଦେଶର ସ୍ବାସ୍ଥ୍ୟସେବା ପଲିସିରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର । ‘ନ୍ୟାସନାଲ ପଲିସ ଫର ରେୟାର ଡିଜିଜ 2021’ କୁ ଅନୁମୋଦନ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ମାର୍ଚ୍ଚ 30ରେ ଏହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି ।
ଅନୁମୋଦନ ପାଇଲା ‘ନ୍ୟାସନାଲ ପଲିସି ଫର ରେୟାର ଡିଜିଜ୍ 2021’ - union health ministry
‘ନ୍ୟାସନାଲ ପଲିସି ଫର ରେୟାର ଡିଜିଜ୍ 2021’କୁ କେନ୍ଦ୍ର ସରକାର । ଅଧିକ ପଢନ୍ତୁ...
ଅନୁମୋଦନ ପାଇଲା ‘ନ୍ୟାସନାଲ ପଲିସି ଫର ରେୟାର ଡିଜିଜ୍ 2021’ଅନୁମୋଦନ ପାଇଲା ‘ନ୍ୟାସନାଲ ପଲିସି ଫର ରେୟାର ଡିଜିଜ୍ 2021’
ଏହି ଅଧିନିୟମ ଅନୁଯାୟୀ ବିରଳ ବା ଦୁସାଧ୍ୟ ରୋଗରେ ପୀଡିତ ବ୍ୟକ୍ତି ବିଶେଷଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ କେନ୍ଦ୍ର ସରକାର । ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଯୋଜନା ଅଧିନରେ ଏପରି ବିରଳ ତଥା ଦୁଃସାଧ୍ୟ ରୋଗର ଚିକିତ୍ସା ପାଇଁ 20 ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବେ ସରକାର। ଯେଉଁ ସବୁ ରୋଗ ପାଇଁ ଏକ କାଳୀନ ଚିକିତ୍ସା ହୋଇପାରିବ ସେହିପରି ରୋଗକୁ ଏହି ପ୍ରକାର ଭୁକ୍ତ କରାଯିବା ନେଇ ନିଷ୍ପତ୍ତି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ