ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ମହାମାରୀ ସଂକ୍ରମଣ । ଏହି ସମୟରେ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତ୍ବ ଦେବା ଅଧିକ ଜରୁରୀ ହୋଇପଡିଛି । ଏଥିପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି ଜାତୀୟ ମହିଳା କମିଶନ ।
ଗର୍ଭବତୀଙ୍କ ପାଇଁ ହ୍ବାଟ୍ସଆପ ହେଲ୍ପଲାଇନ ନମ୍ବର ଜାରି କଲା ଜାତୀୟ ମହିଳା କମିଶନ - ଗର୍ଭବତୀ
କୋରୋନା ସମୟରେ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତ୍ବ ଦେବା ଅଧିକ ଜରୁରୀ ହୋଇପଡିଛି । ଏଥିପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି ଜାତୀୟ ମହିଳା କମିଶନ । ଅଧିକ ପଢନ୍ତୁ...

ଗର୍ଭବତୀଙ୍କ ପାଇଁ ହ୍ବାଟ୍ସଆପ ହେଲ୍ପଲାଇନ ନମ୍ବର ଜାରି କଲା ଜାତୀୟ ମହିଳା କମିଶନ
ଗର୍ଭବତୀଙ୍କୁ ଜରୁରୀକାଳୀନ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବାକୁ ହ୍ବାଟ୍ସଆପ ମେଡିକାଲ ହେଲ୍ପଲାଇନ ନମ୍ବର ଲଞ୍ଚ କରିଛି ଜାତୀୟ ମହିଳା କମିଶନ । ଘରେ ଥିବା ଗର୍ଭବତୀ ଯଦି କୌଣସି ଅସୁବିଧା ଅନୁଭବ କରନ୍ତି ତାହେଲେ ସେମାନେ 9354954224 ନମ୍ବରରେ ଯୋଗାଯୋଗ କରିପାରିବେ ।